OPSC ASO 2025 Paper 3 English & Odia · Question 182
Question 182 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.
ନିମ୍ନ ପ୍ରଶ୍ନଗୁଡ଼ିକରେ ବାକ୍ୟର ପୁର୍ନବିନ୍ୟାସ ବା ରୂପାନ୍ତରଣ ଘଟିଛି । ଏଥିମଧ୍ୟରୁ ପ୍ରଶ୍ନ ଅନୁସାରେ ଠିକ୍ ବାକ୍ୟ ଚିହ୍ନଟ କର । (ପ୍ରଶ୍ନ 171 ରୁ 190) ଆଦେଶାତ୍ମକ ବାକ୍ୟଟି ଚିହ୍ନଟ କର ।
- ତୁମେ କାହା କଥା ଶୁଣିଲେ ଚଳିବ କି ?
- ତୁମେ କାହା କଥା ଶୁଣିଲେ ଚଳିବ ନାହିଁ ବୋଲି ରାମ କହିଲା ।
- ତୁମେ କାହାକଥା ଶୁଣିବା ଦରକାର ନାହିଁ ।
- କେଉଁଟି ନୁହଁ ।
Show answer
Answer: (3) ତୁମେ କାହାକଥା ଶୁଣିବା ଦରକାର ନାହିଁ ।
Explanation: open it in the practice app. It needs the ₹149 All-in-One Pass: one payment for every exam on the site.