OPSC ASO 2025 Paper 3 English & Odia · Question 181
Question 181 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.
ନିମ୍ନ ପ୍ରଶ୍ନଗୁଡ଼ିକରେ ବାକ୍ୟର ପୁର୍ନବିନ୍ୟାସ ବା ରୂପାନ୍ତରଣ ଘଟିଛି । ଏଥିମଧ୍ୟରୁ ପ୍ରଶ୍ନ ଅନୁସାରେ ଠିକ୍ ବାକ୍ୟ ଚିହ୍ନଟ କର । (ପ୍ରଶ୍ନ 171 ରୁ 190) ଅଶୋକ ନିଜର ସମସ୍ତ ପ୍ରଜା ସୁଖରେ ରହନ୍ତୁ ବୋଲି ପ୍ରାର୍ଥନା କଲେ – କେଉଁ ପ୍ରକାରର ବାକ୍ୟ ?
- କାମନାତ୍ମକ ବାକ୍ୟ
- ବିସ୍ମୟାତ୍ମକ ବାକ୍ୟ
- ବିବରଣାତ୍ମକ ବାକ୍ୟ
- ଆଦେଶାତ୍ମକ ବାକ୍ୟ
Show answer
Answer: (1) କାମନାତ୍ମକ ବାକ୍ୟ
Explanation: open it in the practice app. It needs the ₹149 All-in-One Pass: one payment for every exam on the site.