Learn with Anil · OPSC ASO PYQsPractise online →Subscribe ₹149

OPSC ASO 2025 Paper 3 English & Odia · Question 180

Question 180 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.

  1. 2025 · Paper III English & Odia · Q180 · Odia · Grammar

    ନିମ୍ନ ପ୍ରଶ୍ନଗୁଡ଼ିକରେ ବାକ୍ୟର ପୁର୍ନବିନ୍ୟାସ ବା ରୂପାନ୍ତରଣ ଘଟିଛି । ଏଥିମଧ୍ୟରୁ ପ୍ରଶ୍ନ ଅନୁସାରେ ଠିକ୍ ବାକ୍ୟ ଚିହ୍ନଟ କର । (ପ୍ରଶ୍ନ 171 ରୁ 190) ସୀତା କହିଲେ, “ହନୁମାନ ଏ ମୁଦ୍ରିକା ଗ୍ରହଣ କର” – କେଉଁ ପ୍ରକାରର ବାକ୍ୟ ?

    1. ପରୋକ୍ଷ ଉକ୍ତି ମୂଳକ ବାକ୍ୟ
    2. ପ୍ରତ୍ୟକ୍ଷ ଉକ୍ତି ମୂଳକ ବାକ୍ୟ
    3. ବିସ୍ମୟାତ୍ମକ ବାକ୍ୟ
    4. ପ୍ରଶ୍ନାତ୍ମକ ବାକ୍ୟ
    Show answer

    Answer: (2) ପ୍ରତ୍ୟକ୍ଷ ଉକ୍ତି ମୂଳକ ବାକ୍ୟ

    Explanation: open it in the practice app. It needs the ₹149 All-in-One Pass: one payment for every exam on the site.

Answer it in the practice appMake a topic-wise quiz