OPSC ASO 2025 Paper 3 English & Odia · Question 179
Question 179 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.
ନିମ୍ନ ପ୍ରଶ୍ନଗୁଡ଼ିକରେ ବାକ୍ୟର ପୁର୍ନବିନ୍ୟାସ ବା ରୂପାନ୍ତରଣ ଘଟିଛି । ଏଥିମଧ୍ୟରୁ ପ୍ରଶ୍ନ ଅନୁସାରେ ଠିକ୍ ବାକ୍ୟ ଚିହ୍ନଟ କର । (ପ୍ରଶ୍ନ 171 ରୁ 190) ରାମବାବୁ ସବୁ ଶୁଣିଲେ ଏବଂ କିଛି କହିଲେ ନାହିଁ – ଏହାର ପୁର୍ନବିନ୍ୟସ୍ତ ସରଳ ବାକ୍ୟଟି ଚିହ୍ନଟ କର ।
- ରାମବାବୁ ଯେତେବେଳେ ସବୁ ଶୁଣିଲେ ସେତେବେଳେ କିଛି କହିଲେ ନାହିଁ ।
- ରାମବାବୁ ସବୁ ଶୁଣିଲେ ହେଁ କିଛି କହିଲେ ନାହିଁ।
- ରାମବାବୁ ସବୁ ଶୁଣିଲେ ନାହିଁ କି କିଛି କହିଲେ ନାହିଁ ।
- ରାମବାବୁ ସବୁ ଶୁଣିଲେ, ମାତ୍ର କିଛି କହିଲେ ନାହିଁ।
Show answer
Answer: (2) ରାମବାବୁ ସବୁ ଶୁଣିଲେ ହେଁ କିଛି କହିଲେ ନାହିଁ।
Explanation: open it in the practice app. It needs the ₹149 All-in-One Pass: one payment for every exam on the site.