OPSC ASO 2025 Paper 3 English & Odia · Question 183
Question 183 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.
ନିମ୍ନ ପ୍ରଶ୍ନଗୁଡ଼ିକରେ ବାକ୍ୟର ପୁର୍ନବିନ୍ୟାସ ବା ରୂପାନ୍ତରଣ ଘଟିଛି । ଏଥିମଧ୍ୟରୁ ପ୍ରଶ୍ନ ଅନୁସାରେ ଠିକ୍ ବାକ୍ୟ ଚିହ୍ନଟ କର । (ପ୍ରଶ୍ନ 171 ରୁ 190) ସେନାପତି କହିଲେ, “କେତେବେଳେ ଶତ୍ରୁମାନଙ୍କୁ ନିପାତ କରିବା ?” – ଏହାର ପୁର୍ନବିନ୍ୟସ୍ତ ପ୍ରଶ୍ନାତ୍ମକ ବାକ୍ୟଟି ଚିହ୍ନଟ କର ।
- ସେନାପତି ପ୍ରଶ୍ନ ପଚାରିଲେ ଯେ ଆମେ କେତେବେଳେ ଶତ୍ରୁମାନଙ୍କୁ ନିପାତ କରିବା ?
- ସେନାପତି କହିଲେ ସେମାନେ କେତେବେଳେ ଶତ୍ରୁମାନଙ୍କୁ ନିପାତ କରିବେ ?
- ସେନାପତି ପଚାରିଲେ ଯେ କେତେବେଳେ ଶତ୍ରୁମାନଙ୍କୁ ନିପାତ କରାଯିବ ।
- କେଉଁଟି ନୁହଁ ।
Show answer
Answer: (3) ସେନାପତି ପଚାରିଲେ ଯେ କେତେବେଳେ ଶତ୍ରୁମାନଙ୍କୁ ନିପାତ କରାଯିବ ।
Explanation: open it in the practice app. It needs the ₹149 All-in-One Pass: one payment for every exam on the site.