OPSC ASO 2025 Paper 3 English & Odia · Question 176
Question 176 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.
ନିମ୍ନ ପ୍ରଶ୍ନଗୁଡ଼ିକରେ ବାକ୍ୟର ପୁର୍ନବିନ୍ୟାସ ବା ରୂପାନ୍ତରଣ ଘଟିଛି । ଏଥିମଧ୍ୟରୁ ପ୍ରଶ୍ନ ଅନୁସାରେ ଠିକ୍ ବାକ୍ୟ ଚିହ୍ନଟ କର । (ପ୍ରଶ୍ନ 171 ରୁ 190) ଜହ୍ନରେ କଳଙ୍କ ଥିବାରୁ ଏହା ସୁନ୍ଦର ଦିଶେ – ଏହାର ରୂପାନ୍ତରିତ ଯୌଗିକ ବାକ୍ୟଟି ଚିହ୍ନଟ କର ।
- କଳଙ୍କ ଜହ୍ନକୁ ସୁନ୍ଦର କରିଛି ।
- ସୁନ୍ଦର ଦିଶିବା ନିମନ୍ତେ ଜହ୍ନରେ କଳଙ୍କ ଅଛି ।
- ଯେଉଁ ଜହ୍ନରେ କଳଙ୍କ ଅଛି, ସେଇ ସୁନ୍ଦର ଦିଶେ ।
- ଜହ୍ନରେ କଳଙ୍କ ଅଛି ଓ ଏହା ସୁନ୍ଦର ଦିଶେ ।
Show answer
Answer: (4) ଜହ୍ନରେ କଳଙ୍କ ଅଛି ଓ ଏହା ସୁନ୍ଦର ଦିଶେ ।
Explanation: open it in the practice app. It needs the ₹149 All-in-One Pass: one payment for every exam on the site.