Learn with Anil · OPSC ASO PYQsPractise online →Subscribe ₹149

OPSC ASO 2025 Paper 3 English & Odia · Question 175

Question 175 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.

  1. 2025 · Paper III English & Odia · Q175 · Odia · Grammar

    ନିମ୍ନ ପ୍ରଶ୍ନଗୁଡ଼ିକରେ ବାକ୍ୟର ପୁର୍ନବିନ୍ୟାସ ବା ରୂପାନ୍ତରଣ ଘଟିଛି । ଏଥିମଧ୍ୟରୁ ପ୍ରଶ୍ନ ଅନୁସାରେ ଠିକ୍ ବାକ୍ୟ ଚିହ୍ନଟ କର । (ପ୍ରଶ୍ନ 171 ରୁ 190) ଯଦି ତୁମେ ନୀତିନିଷ୍ଠ ହୁଅ, ତେବେ ତୁମର ନୈତିକ ସାହସ ବୃଦ୍ଧି ପାଇବ – ଏହାର ପୁର୍ନବିନ୍ୟସ୍ତ ଯୌଗିକ ବାକ୍ୟଟି ଚିହ୍ନଟ କର ।

    1. ନୀତିନିଷ୍ଠ ବ୍ୟକ୍ତିମାନେ ନୈତିକ ଭାବରେ ସାହସୀ ହୋଇଥାନ୍ତି ।
    2. ତୁମେ ନୀତିନିଷ୍ଠ ହେଲେ ନୈତିକ ସାହସ ବୃଦ୍ଧିପାଇବ ।
    3. ତୁମେ ନୀତିନିଷ୍ଠ ହୁଅ ଏବଂ ତୁମର ନୈତିକ ସାହସ ବୃଦ୍ଧିପାଇବ ।
    4. ଯେଉଁ ବ୍ୟକ୍ତି ନୀତିନିଷ୍ଠ ହୁଏ, ତାହାର ନୈତିକ ସାହସ ବୃଦ୍ଧିପାଏ ।
    Show answer

    Answer: (3) ତୁମେ ନୀତିନିଷ୍ଠ ହୁଅ ଏବଂ ତୁମର ନୈତିକ ସାହସ ବୃଦ୍ଧିପାଇବ ।

    Explanation: open it in the practice app. It needs the ₹149 All-in-One Pass: one payment for every exam on the site.

Answer it in the practice appMake a topic-wise quiz