Learn with Anil · OPSC ASO PYQsPractise online →Subscribe ₹149

OPSC ASO 2025 Paper 3 English & Odia · Question 177

Question 177 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.

  1. 2025 · Paper III English & Odia · Q177 · Odia · Grammar

    ନିମ୍ନ ପ୍ରଶ୍ନଗୁଡ଼ିକରେ ବାକ୍ୟର ପୁର୍ନବିନ୍ୟାସ ବା ରୂପାନ୍ତରଣ ଘଟିଛି । ଏଥିମଧ୍ୟରୁ ପ୍ରଶ୍ନ ଅନୁସାରେ ଠିକ୍ ବାକ୍ୟ ଚିହ୍ନଟ କର । (ପ୍ରଶ୍ନ 171 ରୁ 190) ଯେଉଁ ଛାତ୍ର କଠୋର ପରିଶ୍ରମ କରେ, ସେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥାଏ – ଏହାର ପୁର୍ନବିନ୍ୟସ୍ତ ସରଳ ବାକ୍ୟଟି ଚିହ୍ନଟ କର ।

    1. ଯଦି ଛାତ୍ର କଠୋର ପରିଶ୍ରମ କରିବ, ତେବେ ପରୀକ୍ଷାରେ କୃତକାର୍ଯ୍ୟ ହେବ ।
    2. ଛାତ୍ର କଠୋର ପରିଶ୍ରମ କର, ପରୀକ୍ଷାରେ କୃତକାର୍ଯ୍ୟ ହେବ ।
    3. କଠୋର ପରିଶ୍ରମ କରୁଥିବା ଛାତ୍ର ହିଁ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥାଏ ।
    4. ଛାତ୍ରଟି କଠୋର ପରିଶ୍ରମ କରିଲାରୁ ପରୀକ୍ଷାରେ କୃତକାର୍ଯ୍ୟ ହେଲା ।
    Show answer

    Answer: (3) କଠୋର ପରିଶ୍ରମ କରୁଥିବା ଛାତ୍ର ହିଁ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥାଏ ।

    Explanation: open it in the practice app. It needs the ₹149 All-in-One Pass: one payment for every exam on the site.

Answer it in the practice appMake a topic-wise quiz