OPSC ASO 2025 Paper 3 English & Odia · Question 172
Question 172 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.
ନିମ୍ନ ପ୍ରଶ୍ନଗୁଡ଼ିକରେ ବାକ୍ୟର ପୁର୍ନବିନ୍ୟାସ ବା ରୂପାନ୍ତରଣ ଘଟିଛି । ଏଥିମଧ୍ୟରୁ ପ୍ରଶ୍ନ ଅନୁସାରେ ଠିକ୍ ବାକ୍ୟ ଚିହ୍ନଟ କର । (ପ୍ରଶ୍ନ 171 ରୁ 190) ଗୃହତ୍ୟାଗୀ ଗୌତମ ବୋଧଗୟାରେ ବୁଦ୍ଧତ୍ୱ ପ୍ରାପ୍ତ ହେଲେ – ଏହାର ପୁର୍ନବିନ୍ୟସ୍ତ ଜଟିଳ ବାକ୍ୟଟି ଚିହ୍ନଟ କର ।
- ଗୌତମ ଗୃହତ୍ୟାଗୀ ହେଲେ ଓ ବୋଧଗୟାରେ ବୁଦ୍ଧତ୍ୱ ପ୍ରାପ୍ତ ହେଲେ ।
- ଗୃହତ୍ୟାଗୀ ଗୌତମ ହିଁ ବୋଧଗୟାରେ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ ।
- ଯେଉଁ ଗୌତମ ଗୃହତ୍ୟାଗୀ ହୋଇଥିଲେ ସେ ବୋଧଗୟାରେ ବୁଦ୍ଧତ୍ୱ ପ୍ରାପ୍ତ ହେଲେ ।
- ଗୌତମ ଗୃହତ୍ୟାଗୀ ହେଲେ ବୋଲି ବୁଦ୍ଧତ୍ୱ ପ୍ରାପ୍ତ ହେଲେ ।
Show answer
Answer: (3) ଯେଉଁ ଗୌତମ ଗୃହତ୍ୟାଗୀ ହୋଇଥିଲେ ସେ ବୋଧଗୟାରେ ବୁଦ୍ଧତ୍ୱ ପ୍ରାପ୍ତ ହେଲେ ।
Explanation: open it in the practice app. It needs the ₹149 All-in-One Pass: one payment for every exam on the site.