OPSC ASO 2025 Paper 3 English & Odia · Question 173
Question 173 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.
ନିମ୍ନ ପ୍ରଶ୍ନଗୁଡ଼ିକରେ ବାକ୍ୟର ପୁର୍ନବିନ୍ୟାସ ବା ରୂପାନ୍ତରଣ ଘଟିଛି । ଏଥିମଧ୍ୟରୁ ପ୍ରଶ୍ନ ଅନୁସାରେ ଠିକ୍ ବାକ୍ୟ ଚିହ୍ନଟ କର । (ପ୍ରଶ୍ନ 171 ରୁ 190) ଗଛ ଲଗାହେଲା ଓ ଚତୁର୍ଦ୍ଦିଗ ସବୁଜ ଶ୍ୟାମଳ ଦିଶିଲା – ଏହାର ପୁର୍ନବିନ୍ୟସ୍ତ ଜଟିଳ ବାକ୍ୟଟି ଚିହ୍ନଟ କର ।
- ଗଛ ଲଗାହେଲାରୁ ଚତୁର୍ଦ୍ଦିଗ ସବୁଜ ଶ୍ୟାମଳ ଦିଶିଲା ।
- ଗଛ ଲଗା ହେଉହେଉ ଚତୁର୍ଦ୍ଦିଗ ସବୁଜ ଶ୍ୟାମଳ ଦିଶିଲା ।
- ଗଛ ଲଗାହେଲା ଏବଂ ଚତୁର୍ଦ୍ଦିଗ ସବୁଜ ଶ୍ୟାମଳ ଦିଶିଲା ।
- ଯେତେବେଳେ ଗଛ ଲଗାହେଲା ସେତେବେଳେ ଚତୁର୍ଦ୍ଦିଗ ସବୁଜ ଶ୍ୟାମଳ ଦିଶିଲା ।
Show answer
Answer: (4) ଯେତେବେଳେ ଗଛ ଲଗାହେଲା ସେତେବେଳେ ଚତୁର୍ଦ୍ଦିଗ ସବୁଜ ଶ୍ୟାମଳ ଦିଶିଲା ।
Explanation: open it in the practice app. It needs the ₹149 All-in-One Pass: one payment for every exam on the site.