Learn with Anil · OPSC ASO PYQsPractise online →Subscribe ₹149

OPSC ASO 2025 Paper 3 English & Odia · Question 171

Question 171 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.

  1. 2025 · Paper III English & Odia · Q171 · Odia · Grammar

    ନିମ୍ନ ପ୍ରଶ୍ନଗୁଡ଼ିକରେ ବାକ୍ୟର ପୁର୍ନବିନ୍ୟାସ ବା ରୂପାନ୍ତରଣ ଘଟିଛି । ଏଥିମଧ୍ୟରୁ ପ୍ରଶ୍ନ ଅନୁସାରେ ଠିକ୍ ବାକ୍ୟ ଚିହ୍ନଟ କର । (ପ୍ରଶ୍ନ 171 ରୁ 190) ‘ମିଷ୍ଟଭାଷୀ ବ୍ୟକ୍ତି ସମସ୍ତଙ୍କର ପ୍ରିୟ’ – ଏହାର ପୁର୍ନବିନ୍ୟସ୍ତ ଜଟିଳ ବାକ୍ୟଟି ଚିହ୍ନଟ କର ।

    1. ଯେଉଁବ୍ୟକ୍ତି ମିଷ୍ଟଭାଷୀ, ସେ ସମସ୍ତଙ୍କର ପ୍ରିୟ ।
    2. ଯେଉଁବ୍ୟକ୍ତି ମିଷ୍ଟଭାଷୀ ହୁଏ, ସେ ସମସ୍ତଙ୍କର ପ୍ରିୟ ହୁଏ ।
    3. ମିଷ୍ଟଭାଷୀ ବ୍ୟକ୍ତି ହିଁ ସମସ୍ତଙ୍କର ପ୍ରିୟ ଅଟେ ।
    4. ସେ ମିଷ୍ଟଭାଷୀ ଓ ସେ ସମସ୍ତଙ୍କର ପ୍ରିୟ ।
    Show answer

    Answer: (1) ଯେଉଁବ୍ୟକ୍ତି ମିଷ୍ଟଭାଷୀ, ସେ ସମସ୍ତଙ୍କର ପ୍ରିୟ ।

    Explanation: open it in the practice app. It needs the ₹149 All-in-One Pass: one payment for every exam on the site.

Answer it in the practice appMake a topic-wise quiz