OPSC ASO 2025 Paper 3 English & Odia · Question 188
Question 188 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.
ନିମ୍ନ ପ୍ରଶ୍ନଗୁଡ଼ିକରେ ବାକ୍ୟର ପୁର୍ନବିନ୍ୟାସ ବା ରୂପାନ୍ତରଣ ଘଟିଛି । ଏଥିମଧ୍ୟରୁ ପ୍ରଶ୍ନ ଅନୁସାରେ ଠିକ୍ ବାକ୍ୟ ଚିହ୍ନଟ କର । (ପ୍ରଶ୍ନ 171 ରୁ 190) ପ୍ରତ୍ୟକ୍ଷ ଉକ୍ତିରେ କର୍ତ୍ତା ______ ହୋଇଥିଲେ ପରୋକ୍ଷ ଉକ୍ତିରେ ତାହା ତୃତୀୟ ପୁରୁଷ ହୁଏ ।
- ତୃତୀୟ ପୁରୁଷ
- ଦ୍ୱିତୀୟ ପୁରୁଷ
- ପ୍ରଥମ ପୁରୁଷ
- କର୍ମ
Show answer
Answer: (3) ପ୍ରଥମ ପୁରୁଷ
Explanation: open it in the practice app. It needs the ₹149 All-in-One Pass: one payment for every exam on the site.