OPSC ASO 2025 Paper 3 English & Odia · Question 185
Question 185 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.
ନିମ୍ନ ପ୍ରଶ୍ନଗୁଡ଼ିକରେ ବାକ୍ୟର ପୁର୍ନବିନ୍ୟାସ ବା ରୂପାନ୍ତରଣ ଘଟିଛି । ଏଥିମଧ୍ୟରୁ ପ୍ରଶ୍ନ ଅନୁସାରେ ଠିକ୍ ବାକ୍ୟ ଚିହ୍ନଟ କର । (ପ୍ରଶ୍ନ 171 ରୁ 190) ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଦେହରକ୍ଷୀଙ୍କ ଦ୍ୱାରା ନିହତ ହୋଇଥିଲେ – ଏହା କେଉଁ ପ୍ରକାରର ବାକ୍ୟ ?
- ଜଟିଳ ବାକ୍ୟ
- ପ୍ରତ୍ୟକ୍ଷୋକ୍ତି ମୂଳକ ବାକ୍ୟ
- ସରଳ ବାକ୍ୟ
- କେଉଁଟି ନୁହଁ
Show answer
Answer: (3) ସରଳ ବାକ୍ୟ
Explanation: open it in the practice app. It needs the ₹149 All-in-One Pass: one payment for every exam on the site.