OPSC ASO 2025 Paper 3 English & Odia · Question 140
Question 140 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.
କ୍ରିୟା ବିଭକ୍ତି କହିଲେ ______ ବୁଝାଏ ।
- କ୍ରିୟାପଦ କେଉଁ ପୁରୁଷ ଓ ବଚନରେ ରହିଛି
- କ୍ରିୟାପଦ କେଉଁ କାଳରେ ରହିଛି
- କ୍ରିୟାପଦ କେଉଁ ଲିଙ୍ଗକୁ ସୂଚାଉଛି
- କ୍ରିୟାପଦ ବାକ୍ୟର କେଉଁ ପଦକୁ ବିଭକ୍ତ କରୁଛି
Show answer
Answer: (1) କ୍ରିୟାପଦ କେଉଁ ପୁରୁଷ ଓ ବଚନରେ ରହିଛି
Explanation: open it in the practice app. It needs the ₹149 All-in-One Pass: one payment for every exam on the site.